Below header
Browsing Tag

dog death

ମା’ କୁକୁରର ମମତା ଆଗରେ ଭିଜିଗଲା ମଣିଷର ଆଖି, ଉମରକୋଟ କଲେଜ ଛକ ନିକଟରେ ଘଟିଛି ଏହି ହୃଦୟସ୍ପର୍ଶୀ ଘଟଣା

ଉମକୋଟ: ମା । ଶବ୍ଦ ହିଁ ଯଥେଷ୍ଟ। ତାର ବାଖ୍ଯା କରିବା ଏଇ ମଣିଷ ପକ୍ଷେ ଅସମ୍ଭବ। ମାର ମମତା ଗୋଟେ ପଟେ ଆଉ ଏ ଦୁନିଆର ରୀତିନୀତି ଗୋଟେ ପଟେ। ସେ ମନୁଷ୍ୟ ହେଉ ଅବା ପଶୁ ପକ୍ଷୀ ମା ର ମମତା ସମସ୍ତଙ୍କ ପାଖେ ରହିଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଉମରକୋଟ କଲେଜ ଛକ ନିକଟରେ।…

ମଣିଷ ପାଲଟିଲା ରାକ୍ଷସ : କୁକୁରର ଗୋଡ଼ ବାନ୍ଧି ପିଟିପିଟି ନିର୍ମମ ଭାବେ କରାଗଲା ହତ୍ୟା

ଭୁବନେଶ୍ବର: ମଣିଷମାନଙ୍କ ଭିତରେ ଏମିତି ଅମିଣିଷ ଗୁଡା ଲୁଚି ରହିଛନ୍ତି ଯାହାଙ୍କ ପାଇଁ  ସମଗ୍ର ମଣିଷ ଜାତି ଆଜି ଲଜ୍ଜିତ । ଏମାନଙ୍କ ମନରେ ନା ଅଛି ଦୟା ଭାବ ନା ମାନବିକତା । ସତ କହିବାକୁ ଗଲେ ଏମାନଙ୍କର ଏଇ ସମାଜରେ ରହିବାର କୌଣସି ଔକାତ୍ ହିଁ ନାହିଁ ।ଘଟଣାଟି ହିଁ ଏମିତି ଯାହା ଶୁଣିଲେ…

ସାମ୍ନାକୁ ଆସିଲା ପ୍ରଥମ ଘଟଣା: କରୋନାରେ କୁକୁରର ମୃତ୍ୟୁ!

ହଂକଂରେ କରୋନା ଭାଇରସରେ ଏକ କୁକୁରର ମୃତ୍ୟୁ ଘଟିଥିବା ନେଇ ପ୍ରଥମ ମାମଲା ସାମ୍ନାକୁ ଆସିଛି। ୧୭ ବର୍ଷର ଏହି କୁକୁରଟି ପୋମରେନିୟନ ପ୍ରଜାତିର ଥିଲା। ଏହାକୁ ଜଣେ ୬୦ ବର୍ଷୀୟା ବୃଦ୍ଧା ପାଳିଥିଲେ। ଦୁଇ ଦିନ ପୂର୍ବରୁ କୁକୁର ଠାରେ କରୋନା ଭାଇରସର ଲକ୍ଷଣ ଦେଖାଯିବାରୁ ସେ ତାକୁ ତୁରନ୍ତ…

ରାଜଧାନୀରେ ହୃଦୟହୀନ କାର ଚାଳକ, ଦୁଇ କୁକୁର ଛୁଆଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି, ରାସ୍ତା ଉପରେ ଛଟପଟ ହୋଇ ମରିଗଲେ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଆଇଆରସି ଭିଲେଜରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ କୁକୁର ଛୁଆଙ୍କ ଉପରେ ଏକ ଅଜଣା ଗାଡ଼ି ଚଢ଼ାଇ ମାରିଦେଲା । ରାସ୍ତା ଉପରେ କିଛି ସମୟ ଛଟପଟ ହେବାପରେ କୁକୁର ଦୁଇଟି ମରି ଯାଇଥିଲେ । ଗାଡ଼ି ଚାଳକ ଚଢ଼ାଇବା ପରେ ସେହି ସ୍ଥାନରୁ ପଳାଇ ଯାଇଥିଲା…