Browsing Tag

double dose vaccination

ସାବଧାନ! ଡବଲ ଡୋଜ୍‌ ପରେ ବି କମ୍‌ ହୋଇନି ବିପଦ, ଡେଲ୍‌ଟା କରିପାରେ ଶିକାର; ମାସ୍କ ପିନ୍ଧିବାକୁ ପରାମର୍ଶ

କରୋନା ଭାଇରସ୍‌ର ଡେଲ୍‌ଟା ଭେରିଏଣ୍ଟ ଏତେ ଭୟଙ୍କର ଯେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରି ପାରିବ। ଏକ ନୂଆ ଅଧ୍ୟୟନରୁ ଏହି କଥାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଡେଲ୍‌ଟା ଭେରିଏଣ୍ଟରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ସହିତ ପ୍ରତିଷେଧକ ଏବଂ ନିୟନ୍ତ୍ରଣ…

ଆଜି କୋଟିଏ ଛୁଇଁବ କରୋନା ଟିକାକରଣ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ) : ଆଜି ରାଜ୍ୟରେ ୧ କୋଟି ଛୁଇଁବ ଡବଲ ଡୋଜ୍‌ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି। ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଉଭୟ ଡୋଜ୍‌ ୯୯ ଲକ୍ଷ…