Browsing Tag

dragon girl

ସାବଧାନ! କେବେ ବି କରନ୍ତୁ ନାହିଁ ଆଖି ଭିତରେ ଟାଟୁ, ନଚେତ୍‌ ଏହି ଯୁବତୀଙ୍କ ଭଳି ଆପଣ ବି ହରାଇବେ ଦୃଷ୍ଟିଶକ୍ତି

ନିଜକୁ ସୁନ୍ଦର କରିବା ନିଶାରେ ଆଜିକାଲି ଯୁବପିଢ଼ି କେତେ କ’ଣ କରୁଛନ୍ତି। ସେମାନଙ୍କ ମନରେ ଅନେକ ଅଦ୍ଭୁତ ଭାବନା ଆସୁଛି। ବେଳେବେଳେ ଏହି ଅଜବ ନିଶା ବି ସେମାନଙ୍କ ପାଇଁ ଡାକିଆଣୁଛି ମହାବିପଦ, ଯେମିତିକି ଏହି ଯୁବତୀଙ୍କ ସହିତ ଘଟିଛି। ଘଟଣାରୁ ଜଣାପଡ଼ିଛି, ଯୁବତୀ ଜଣକ ଆଖି ଭିତରେ ଏକ ଟାଟୁ…