Browsing Tag

drink poison tea

ବାହାଘର ଭୋଜିରେ ଚିନି ବଦଳରେ ମିଶିଲା କୀଟନାଶକ ଔଷଧ, ବିଷ ଚା’ ପିଇବା ପରେ ୧୫ଜଣଙ୍କ ଅବସ୍ଥା ଗୁରୁତର

ଜଳେଶ୍ୱର: ଚା ହେଲା ବିଷ। ଅଜାଣତରେ ଚିନି ବଦଳରେ ଚା'ରେ କୀଟନାଶକ ଔଷଧ ପକାଇ ଦେଲେ ମହିଳା। ବାଲେଶ୍ୱର ଜଳେଶ୍ୱର ବ୍ଲକ ଭୋଗରାଇ ବ୍ଲକ୍‌ ରଣସିଂହପୁର ଗାଁରେ ଏହି ଅଘଟଣ ଘଟିଛି। ବାହାଘର ଭୋଜିରେ ଚା’ ପିଇ ୧୫ ଗୁରୁତର। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ…