Below header
Browsing Tag

drowning death case

ସେଲ୍‌ଫି ନେବା ହେଲା କାଳ, ୧୨ ଘଣ୍ଟା ପରେ ବି କୁଆଖାଇରେ ଭାସି ନିଖୋଜ ନାବାଳକର ମିଳିନି ପତ୍ତା

ଭୁବନେଶ୍ୱର(କେନ୍ୟୁଜ୍): ସେଲ୍‌ଫି ନେବା ହେଲା କାଳ । କୁଆଖାଇରେ ଭାସି ନିଖୋଜ ନାବାଳକର ଏଯାଏ ପତ୍ତା ମିଳିନି । ୧୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇନି । ସର୍ଚ୍ଚ ଅପରେସନ୍‌ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ । ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ…

ରଜ ମଉଜ ହେଲା କାଳ: ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ

ଖୋର୍ଦ୍ଧା: ରଜ ମଉଜ ହେଲା କାଳ। ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ। ରଜ ପାଇଁ ବ୍ରହ୍ମପୁରରୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁ ମାମୁ ଘରକୁ ଆସିଥିବା ଆୟୁଷ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆୟୁଷ ଓ ଆଉ ଜଣେ ଭାଇ ମାମୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଉଥିଲେ ପର୍ଯ୍ୟଟକ, ହେଲେ ଦେବଦୂତ ସାଜି ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ(କେନ୍ୟୁଜ): ବୁଡ଼ିଯିବା ବେଳେ ସୁରକ୍ଷିତ ଉଦ୍ଧାର ହେଲେ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଆସାମ ତିନ ସୁଙ୍କିଆର ପ୍ରଣବ ଭୂଷଣ ଚୌଧୁରୀ । ପୁରୀ ବୁଲିବାକୁ ଆସି ଅପରାହ୍ନରେ ଚୈତନ୍ୟ…

ମୟୂରଭଞ୍ଜ କଦଳିବାଡି ଗାଁରେ ଅଘଟଣ: ପୋଖରୀରେ ବୁଡି ୨ ଶିଶୁ ମୃତ

କରଞ୍ଜିଆ(କେନ୍ଯୁଜ୍): ପୋଖରୀରେ ବୁଡି ୨ ଶିଶୁ ମୃତ। ମୟୂରଭଞ୍ଜ ମହୁଲଡିହା ଥାନା କଦଳିବାଡି ଗାଁରେ ଘଟିଛି ଏହି ଅଘଟଣ। ମୃତ ଶିଶୁ ୨ ଜଣଙ୍କ ବୟସ ୩ ବର୍ଷ। ଗତକାଲି ଅପରାହ୍ନରେ ଦୁଇ ଜଣ ଘର ପାଖରେ ଖେଳୁଥିଲେ। ଦୀର୍ଘ ଘଣ୍ଟା ପରେ ପରିବାରଲୋକେ ସେମାନଙ୍କୁ ନପାଇବାରୁ ଖୋଜାଖୋଜି କରିଥିଲେ।…

ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ମୃତ

ଘଟଗାଁ(କେ ନ୍ୟୁଜ):   କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କୁମୁଳାବହାଳି ଗ୍ରାମରେ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଗ୍ରାମର ଭାସ୍କର ବେଣ୍ଟକାର ବୋଲି ଜଣାପଡିଛି । ଶୌଚ ହେବାକୁ ଯାଇ କୈାଣସି କାରଣରୁ ପୋଖରୀରେ ଖସିପଡି ଗଭୀର ପାଣିରେ…