ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଉଥିଲେ ପର୍ଯ୍ୟଟକ, ହେଲେ ଦେବଦୂତ ସାଜି ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ(କେନ୍ୟୁଜ): ବୁଡ଼ିଯିବା ବେଳେ ସୁରକ୍ଷିତ ଉଦ୍ଧାର ହେଲେ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଆସାମ ତିନ ସୁଙ୍କିଆର ପ୍ରଣବ ଭୂଷଣ ଚୌଧୁରୀ । ପୁରୀ ବୁଲିବାକୁ ଆସି ଅପରାହ୍ନରେ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଉଥିଲେ । ଏହି ସମୟରେ ସେଠାରେ ନିୟୋଜିତ ଥିବା ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.