Browsing Tag

drug

ଓଜେମ୍ପିକ୍ କଣ? ଜାଣନ୍ତୁ ଏହା ଲୋକଙ୍କୁ କାହିଁକି ଆକର୍ଷଣ କରୁଛି

ଆମର ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାରର ଇଞ୍ଜେକ୍ସନ ବ୍ୟବହାର କରିଥାଉ । ପ୍ରତ୍ୟେକ ଇଞ୍ଜେକ୍ସନର ଭିନ୍ନ ଭିନ୍ନ କାର୍ଯ୍ୟକରିତା ଗୁଣ ଥାଏ । ଅନ୍ୟପଟେ ଏପରି ଅନେକ ଇଞ୍ଜେକ୍ସନ ଅଛି ଯାହା ଲୋକଙ୍କର ବହୁତ ପସନ୍ଦ କାରଣ ଏହି ଇଞ୍ଜେକ୍ସନ ଦ୍ୱାରା ମଣିଷ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ।…

ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ପାଇଁ ବ୍ୟବହାର ହେଉଥିବା ୧୪ ପ୍ରକାର ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

କେନ୍ଦ୍ର ସରକାର ସଙ୍ଗେ ସଙ୍ଗେ ଆରାମ ଦେଉଥିବା ୧୪ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମେଡିସିନଗୁଡିକ ଆଉ ବଜାରରେ ବିକ୍ରି ହେବ ନାହିଁ । ପାରାସିଟାମୋଲ, ନିମେସୁଲାଇଡ୍‌ ଭଳି ପ୍ରଚୁର ମାତ୍ରାରେ ବିକ୍ରି ହେଉଥିବା ଔଷଧ ସାମିଲ ରହିଛି ।…

ବଢ଼ିଚାଲିଛି ଡ୍ରଗ୍ସ କାରବାରର ଚେର, ଧଳା ଜହର ସପ୍ଲାଏ କରି ABCD ଷ୍ଟାର କୋରିଓଗ୍ରାଫର କିଶୋର ସେଟ୍ଟୀ ଗିରଫ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେଲାଣି। ତଥାପି ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହି ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ଗତି କରୁଛି। ଡ୍ରଗ୍ସ କାରବାରରେ ଏନ୍‌ସିବି ଟିମ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆହୁରି…

ଏବେ ଜଟଣୀ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀ ପରେ ଏବେ ଜଟଣୀ ପାଲଟିଛି ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ। ପୋଲିସ ଜବତ କରିଛି ୨୦୦ ଗ୍ରାମ୍ ବ୍ରାଉନ୍ ସୁଗାର। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ସେକ୍ ଆବିଦ୍ ଓ ସେକ୍ ସଲମାନ୍। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା।…