Browsing Tag

drugs party

ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର: ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬କୁ ବୃଦ୍ଧି, ଦୁଇ ଓଡ଼ିଆ ସାମିଲ୍

ମୁମ୍ବାଇ: ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର। ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି । ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ଅଭିଯୁକ୍ତ । ଏବେ ସାମନାରୁ ଆସିଛି ଓଡ଼ିଶା ଲିଙ୍କ । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ…

ଆର୍ଯ୍ଯନ ଖାନ୍ ଡ୍ରଗ୍ସ ପାର୍ଟି କରୁଥିବା କ୍ରୁଜର ରାତିକ ଭଡା କେତେ ?

ବଲିଉଡ ଇଣ୍ଡଷ୍ଟ୍ରୀ ଗତ କିଛିଦିନ ହେଲାଣି ଡ୍ରଗ୍ସ କେସ ଯୋଗୁଁ ଅନେକ ସମସ୍ଯାର ସାମ୍ନା କରୁଛି। ପ୍ରଥମେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ କେସରେ ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରାଯାଇଥିଲା। ଏନସିବି ଏହିସବୁ କେସକୁ ତନତନ କରି ଯାଞ୍ଚ କରିଥିଲା। ଏବେ ଏନସିବି ହାତରେ ଲାଗିଛି…

ପଞ୍ଚତାରକା ହୋଟେଲରେ ଡ୍ରଗ୍ସ ସହିତ ଜନ୍ମଦିନ ପାର୍ଟି କରୁଥିଲେ ବଲିଉଡର ଏହି ଅଭିନେତ୍ରୀ, ପୋଲିସ କଲା ଗିରଫ

ମୁମ୍ବାଇରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଜନ୍ମଦିନରେ ଡ୍ରଗ୍ସ ସହ ପାର୍ଟି କରିବା ମହଙ୍ଗା ପଡିଲା। ପାର୍ଟିରେ ଡ୍ରଗ୍ସ କାରବାର ଚାଲିଥିବାବେଳେ ପୋଲିସକୁ ଗୁପ୍ତ ଭାବେ ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ପୋଲିସ ଟିମ୍ ବିଳମ୍ବିତ ରାତିରେ ହୋଟେଲ ଉପରେ ଚଢ଼ାଉ କରି ଅଭିନେତ୍ରୀ ଏବଂ…

ଡ୍ରଗ୍ସ ପାର୍ଟିରେ ସାମିଲ ହେଉଥିଲେ ସୁଶାନ୍ତଙ୍କ ଭଉଣୀ, ଏମିତି ଦାବି କଲେ ଶ୍ରୁତି ମୋଦିଙ୍କ ଓକିଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି। ନିକଟରେ ରିୟାଙ୍କ ଚାଟ୍‌ରୁ ଜଣାପଡିଥିଲା ଯେ, ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆଯାଉଥିଲା। ନିଜେ ରିୟା ଏକ ଇଣ୍ଟରଭ୍ୟୁରେ ଏ କଥା କହିଥିଲେ। ଏବେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି କିଛି ନୂଆ କଥା କହିଛନ୍ତି।…