ଅର୍ଜୁନ ପୁରସ୍କାର ପାଇଥିବା ଡିଏସପିଙ୍କୁ ହତ୍ୟା, ରାସ୍ତା କଡରେ ମିଳିଲା ମୃତଦେହ
ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । ସଙ୍ଗରୁରରେ ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଳନ୍ଧରରେ ବସ୍ତି ବାବା ଖେଳ ନାଳ ପାଖ ସଡକରେ ଦଲବୀରଙ୍କ ମୃତଦେହ ମିଳିଛି । ତାଙ୍କ ଶରୀରର କିଛି ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି…