Browsing Tag

dumping yard

ଭୁବନେଶ୍ୱରରୁ ଅଳିଆ ହଟିବ କେବେ? ପୁଣି ୨ ଦିନ ସମୟ ମାଗିଲେ ଦାରୁଠେଙ୍ଗବାସୀ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରୁ ଅଳିଆ ହଟିବ କେବେ? କେବେ ଉଠିବ ଅଳିଆଆବର୍ଜନା, ସହର ହେବ ସଫାସୁତୁରା? ଅଳିଆ ଉଠିବା ନେଇ ବୈଠକରୁ ବାହାରି ପାରୁନି ସମାଧାନର ବାଟ । ଭୁଆସୁଣି ଡମ୍ପିଂୟାର୍ଡକୁ ଅଳିଆ ଗାଡ଼ି ଯିବା ନେଇ ବିଏମସି ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଭୁଆଶୁଣି ଡମ୍ପିଂୟାର୍ଡ ନିକଟରେ ତିଆରି ହେବା ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ, ମେ ୩ରୁ ଚାଲିବ କାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଭୁଆଶୁଣି ଡମ୍ପିଂୟାର୍ଡଠାରେ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ ତିଆରି ହେବା ନେଇ ବାଟ ସୁଗମ । ଏନେଇ ଆଜି ବିଏମସି କାର୍ଯ୍ୟାଳୟରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ବିଏମସି ମେୟରଙ୍କ ଆଲୋଚନା ହୋଇଛି । ଆସନ୍ତା ମେ ୩ ତାରିଖରୁ ଭୁଆଶୁଣି ଡମ୍ପିୟାର୍ଡରେ…

କେବେ ହେବ ପୋଖରୀ ପୁନଃଉଦ୍ଧାର? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇକିବି ପାଲଟିଛି ଅଳିଆ ଗଦା

ଗଜପତି: ଗଜପତି । ଜିଲ୍ଲାର ନାମକରଣ ହିଁ ରାଜବଂଶର ନାମରେ । କାରଣ ଗଜପତି ରାଜବଂଶୀୟ ଯାହା କରି ଯାଇଛନ୍ତି ଏହି ଗଜପତି ମାଟି ପାଇଁ ସବୁ ବେଳେ ଏଠାକାର ଜନସାଧାରଣ ରୁଣି । ତେବେ ଏହି ରାଜବଶିଂୟଙ୍କ ଅନେକ ଅବଦାନ ମଧ୍ୟରୁ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ପୋଖରୀ ଖନନ…

ଡମ୍ପିଙ୍ଗ ୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦାରୁଠେଙ୍ଗ ବାସିନ୍ଦା,…

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଟଣୀ ନିର୍ବାଚନ ମଣ୍ଡଳୀ ଦାରୁଠେଙ୍ଗ ଗ୍ରାମପଞ୍ଚାୟତ ବାସିନ୍ଦା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାରୁଠେଙ୍ଗରେ ଥିବା ଡମ୍ପିଙ୍ଗ ୟାର୍ଡକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଜଣାାଇଛନ୍ତି। ଆଗାମୀ ୬ ମାସ…