ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ, ଜାଲିଆତି କରି ଖାଇଦେଲେ ୨୦ ଲକ୍ଷ
ଉଦଳା : ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ କରିଛନ୍ତି କିଛି ଲୋକ । ଏମିତିକି ଫର୍ଜରୀ କରି ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ଆଣି ବାଣ୍ଟିକୁଣ୍ଟି ଖାଇଛନ୍ତି । କିନ୍ତୁ ପର ଟଙ୍କାକୁ ସିନା ଛଳ କରି ଖାଇଦେଲେ ହେଲେ ଏବେ ପଡିଛନ୍ତି ହରଡଘଣାରେ । ଦର୍ଶକବନ୍ଧୁ ଟଙ୍କା ଖାଇବାକୁ ଏମିତି…