Below header
Browsing Tag

duplicate wine seized

ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା: ବିପୁଳ ପରିମାଣରେ ନକଲି ମଦ ଜବତ, ୪ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସହରର ଉପକଣ୍ଠ ବାଲିପଡ଼ା ଓ ବ୍ରହ୍ମପୁର ସହର ମଧ୍ୟରେ ଚାଲିଥିବା ଏକ ବେଆଇନ ଓ ନକଲି ବିଦେଶୀ ମଦ ପ୍ରସ୍ତୁତି ହେଉଥିବା ସ୍ଥାନକୁ ଠାବ କରିପାରିଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି…

ନିର୍ବାଚନ ସମୟରେ ବିକ୍ରି ହୋଇଥାନ୍ତା ନକଲି ମଦ, ନବରଙ୍ଗପୁର କାରଖାନାରେ ଚଢ଼ାଉ କଲା ବ୍ରହ୍ମପୁରର ଅବକାରୀ ବିଭାଗ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି  ନିର୍ବାଚନୀର ଋତୁ । ଭୋଟ ଦିନ ବ୍ଲକରେ ବନ୍ଦ ରହିବ ମଦ ଦୋକାନ । ଏହାକୁ ଏକ ସୁଯୋଗ ଭାବି ନେଇ ନବରଙ୍ଗପୁର ସହରରେ ଆରମ୍ଭ ହେଇଥିଲା ନକଲି ବିଦେଶୀ ମଦର କାରବାର। ଆଶା ଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର । ହେଲେ ସବୁ କିଛି ଓଲଟ ପାଲଟ କରିଦେଲା ଅବକାରୀ ବିଭାଗ ।…