Browsing Tag

dutee chand felicitation

କୋଲକାତାରେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଅଗଷ୍ଟ ୨୯ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ…

ଭୁବନେଶ୍ବର: ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥିପାଇଁ ଦୂତୀ କୋଲକାତାରେ ପହଞ୍ଚିଛନ୍ତି । କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ବହୁ ଶୁଭେଚ୍ଛୁ ସ୍ୱାଗତ ଜଣାଇଥିଲେ । ଏହି ପୁରସ୍କାର ତାଙ୍କ ମନୋବଳକୁ…

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା। କିଟ ଓ କିସ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାସହ କିଟ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୂତି ଚାନ୍ଦ ଆଥଲେଟିକ୍ ଗ୍ରାଉଣ୍ଡ ନିର୍ମାଣ…