କାଉଣ୍ଟରରୁ କିଣିବା ପରେ ହଜିଯାଇଛି କି ଟ୍ରେନ ଟିକେଟ? ତେବେ ଏହି ଉପାୟରେ କରିପାରିବେ ଯାତ୍ରା..
ରେଳ ବିଭାଗର ଏହି ନିୟମକୁ ଜାଣି ନିଅନ୍ତୁ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣୁଛନ୍ତି ଆଉ ସେ ଟିକେଟ ହଜିଯାଉଛି କିମ୍ବା ତାକୁ ଘରେ ଛାଡ଼ି ଦେଇଛନ୍ତି ତେବେ ଏମିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା କରିବାକୁ ଦେବ ନାହିଁ। ତେବେ ଯଦି ସେହି ଟିକେଟର ଫଟୋ ଅଛି ତେବେ ବି କଣ ଟିଟିଇ ଆପଣଙ୍କ ଟିକେଟକୁ…