Browsing Tag

earthquake IN JAPAN

ଜାପାନରେ ଭୂମିକମ୍ପ ପରେ ସୁନାମୀ: ୬ ମୃତ, ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଜାପାନରେ ଭୟଙ୍କର ବିପର୍ଯ୍ୟୟ ରଚିଛି ଭୂମିକମ୍ପ । ଥରିଛି ପଶ୍ଚିମ ଜାପାନ । ତୁହାକୁ ତୁହା ଭୂକମ୍ପ ପରେ ସୁନାମୀ । ପଶ୍ଚିମ ଉପକୂଳର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବିଭୀଷିକା ଆଣିଛି ଭୂକମ୍ପ। ଫାଳ ହୋଇଗଲା ରାସ୍ତା। ଭୁଶୁଡ଼ି ପଡ଼ିଲା ବିଲ୍ଡିଂ। ବିଛିନ୍ନ ହୋଇଯାଇଛି ଯୋଗାଯାଗ,…

ତୁର୍କୀ ଓ ସିରିଆ ପରେ ଜାପାନ ଏବଂ ପପୁଆ ନିଉ ଗିନିଆରେ ଭୂମିକମ୍ପ ଝଟକା, ତୀବ୍ରତା ୬.୫

ଗତକିଛି ଦିନ ହେଲାଣି ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ତୁର୍କୀ, ଇଣ୍ଡୋନେସିଆ ପରେ ଜାପାନ, ପପୁଆ ନିଉ ଗିନିଆ ଓ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୬.୧ ତୀବ୍ରତା ଭୂକମ୍ପରେ ଥରିଛି ଜାପାନ ହୋକାଇଡୋ । ସେହିପରି ପପୁଆ ନିଉ ଗିନିର ନିଉ ବ୍ରିଟେନ୍…

ଇରାନ୍‌ ଓ ଜାପାନରେ ଭୟଙ୍କର ଭୂମିକମ୍ପ: ୨୦ ଲକ୍ଷ ଘରର କଟିଲା ଲାଇନ୍‌, ସୁନାମୀ ଆଲର୍ଟ

ଆଜି ସକାଳୁ ସକାଳୁ ଦକ୍ଷିଣ ଇରାନ୍‌ର କେତେକ ଅଞ୍ଚଳ ଦୋହଲିଯାଇଛି। ଭୂମିକମ୍ପର ଝଟ୍‌କା ଏତେ ଭୟଙ୍କର ଥିଲା ଯେ ପୂରା ଅଞ୍ଚଳ ହଲିଯାଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରହିଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠ ଠାରୁ ୧୦ କିଲୋମିଟର ଭିତରକୁ ଥିଲା। କିନ୍ତୁ ଏହି ଭୂମିକମ୍ପରେ…

ଟାଇଫୁନ୍ ପରେ ଭୂମିକମ୍ପ : ଜାପାନକୁ ଦୋହଲାଇଲା

ଟୋକିଓ : ୨୫ ବର୍ଷ ଭିତରେ ସବୁଠାରୁ ଭୟଙ୍କର ଝଡ଼ବାତ୍ୟା ପରେ ଏବେ ଭୂମିକମ୍ପ ଜାପାନର ଛାତି ଥରାଇ ଦେଇଛି । ଭୂମିକମ୍ପର ତୀବ୍ରତା ଥିଲା ୬.୭ । ଏହାର ପ୍ରଭାବରେ ଜାପାନର ଉତ୍ତର ଭାଗ ହୋକାଇଦୋ ଦ୍ବୀପରେ ପାହାଡ଼ରୁ ମାଟି ଧସିବାରେ ଲାଗିଛି । ଜାପାନର ଦକ୍ଷିଣ-ପୂର୍ବ ଭାଗ ସାପୋରୋ ଠାରୁ ୬୨…