Below header
Browsing Tag

eat stay healthy

ଚିଜ ପନିର ବ୍ରେଡ ରୋଲ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ସହଜ ରେସିପି

କଥା ଯେବେ ଘର ପରିବାରର ସ୍ୱାସ୍ଥ୍ୟ ଉପରକୁ ଆସେ ସେତେବେଳେ ଘରେ ମହିଳା ସେହି ଖାଦ୍ୟକୁ ବିକଳ୍ପ ଭାବେ ବାଛନ୍ତି, ଯାହା ତାଙ୍କ ପରିବାର ପାଇଁ ବେଶ ଲାଭଦାୟକ ହେବ । ଏହାସହ ଯେପରି ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ତେବେ ଏହାକୁ ନେଇ ଏକ ଏମିତି ରେସିପି…

ଖାଲିପେଟରେ ଖାଆନ୍ତୁ ଏହି ୩ଟି ଜିିନିଷ, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ରଖିବ ମଜବୁତ

କରୋନାରେ ନିଜ ଇମ୍ୟୁନି ସିଷ୍ଟମକୁ ମଜବୁତ ରଖିବା ପାଇଁ ଅନେକ ପ୍ରକାର ଟିପ୍ସ ସାମ୍ନାକୁ ଆସୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ୩ଟି ଜିନିଷ କଥା କହିବାକୁ ଯାଉଛୁ , ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବ । ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ…

କରୋନା ସମୟରେ ଜାଣନ୍ତୁ ପନିର ଖାଇବାର ବିଶେଷ ଫାଇଦା

କରୋନା ସଂକ୍ରମଣରେ ଏବେ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ । କରୋନା ଏବେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ଦିନକୁ ଦିନ ଏହାର ବୃଦ୍ଧିହାର ବଢ଼ୁଛି । ତେବେ ଏହି ସମୟରେ ସମସ୍ତେ ନିଜ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିବା ଆବଶ୍ୟକ । ଏଥିପାଇଁ ପ୍ରୋଟିନର ଭୂମିକା ମଧ୍ୟ ଗୁରୁତ୍ୱପୂଣ୍ଣ ରହିଛି ।…

ଏହି ଚାରିଟି ଶାଗ ଆପଣଙ୍କୁ ରଖିବ ସୁସ୍ଥ: ଖାଆନ୍ତୁ, ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖନ୍ତୁ

ଯେକୌଣସି ଶାଗ ଖାଇବା ଶରୀର ପାଇଁ ଲାଭକାରୀ। ଶୀତ ଦିନରେ ବଜାରରେ ଅନେକ ପ୍ରକାର ଶାଗ ମଧ୍ୟ ମିଳିଥାଏ। ଏମାନଙ୍କ ମଧ୍ୟରେ ସୋରିଷ, ପାଳକ, ବଥୁଆ, ମେଥି ଇତ୍ୟାଦି ଶାଗ ଏହି ଦିନରେ ଅଧିକ ମିଳିଥାଏ। ସବୁଜ ପନିପରିବା ଆମ ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଶାଗ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ।…