ଭାଙ୍ଗିଗଲା ଟିମ୍ ଇଣ୍ଡିଆର ସ୍ୱପ୍ନ, ୭ ଓ୍ଵିକେଟରେ ଏଜବାଷ୍ଟନ ଟେଷ୍ଟ ଜିତିଲା ଇଂଲଣ୍ଡ
ଇଂଲଣ୍ଡ ମାଟିରେ ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଆଗୁଆ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି। ଏଥିସହ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ…