Below header
Browsing Tag

effect in zodiac sign

ଆଗାମୀ ୪୫ ଦିନ ଏହିସବୁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ, ଏମାନଙ୍କ ଅମଙ୍ଗଳ କରିବେ ମଙ୍ଗଳ ଦେବ, ଜାଣନ୍ତୁ ଆପଣଙ୍କ ରାଶି…

ଆଜି ଗ୍ରହ ମାନଙ୍କ ସେନାପତି ମଙ୍ଗଳ ଦେବ ନିଜ ରାଶି ପରିବର୍ତ୍ତନ କରିବେ । ୧୬ ଜାନୁଆରୀ ମାନେ ଆଜି ରବିବାର ଦିନ ସାହସ, ବଳ, ଭୂମି, ବିବାହ ସମ୍ବନ୍ଧ ମାମଲାରେ ସ୍ୱାମୀ କାରକ ଗ୍ରହ ମଙ୍ଗଳ ଦେବ ୪୫ ଦିନ ପରେ ବିଛା ରାଶିରୁ ଧନୁ ରାଶିକୁ ଯିବେ । ଏହାଦ୍ୱାରା ଅନେକ ରାଶି ଉପରେ ଭାରି ପ୍ରଭାବ ପଡ଼ିବ…

ଏହି ୪ଟି ରାଶି ଉପରେ ପଡ଼ିବ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି, ଭାଗ୍ୟରେ ଉନ୍ନତି ସହ ମିଳିବ ଅନେକ ସଫଳତା, ଜାଣନ୍ତୁ ଆପଣଙ୍କ…

ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିବା ପରେ ଅନେକଙ୍କ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ । ମକର ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ । ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ଭଲ ସମ୍ପର୍କ ନଥିଲେ ମଧ୍ୟ ଗ୍ରହରାଜ ପ୍ରାୟ ରାଶିଙ୍କ ଉପରେ ଶୁଭ ପ୍ରଭାବ ପକାଇବେ । ଯଦି ଆପଣ ମଧ୍ୟ ନିଜ ରାଶି…

ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଆସନ୍ତା ୧୫ ଦିନରେ ଗ୍ରହ ରାଜା…

ଏହି ୫ଟି ରାଶିର ଲୋକଙ୍କୁ କେବେ ବି ନିଜ ସିକ୍ରେଟ ସେୟାର କରନ୍ତୁ ନାହିଁ, ନଚେତ୍‌ ବଡ଼ ବିପଦରେ ପଡ଼ିପାରନ୍ତି

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ରହିଛି। ଏହି ସମୟରେ ସେ ଅନ୍ୟମାନଙ୍କଠୁ ସାହାଯ୍ୟ ଲୋଡ଼ି ଥାନ୍ତି। କିଛି ଅଛନ୍ତି ଯେଉଁମାନେ ନିଜ ସମସ୍ୟାକୁ ଘନିଷ୍ଠ ଲୋକଙ୍କ ସହ ସେୟାର କରିଥାନ୍ତି। କିନ୍ତୁ ଅନ୍ୟ କିଛି ଜଣ ଅଛନ୍ତି ଯେଉଁମାନେ ନିଜ ସମସ୍ୟାକୁ ସମସ୍ତଙ୍କ ଆଗରେ ସେୟାର କରନ୍ତି।…

ଏହି ଚାରିଟି ରାଶିର ଲୋକଙ୍କ ଜାତକରେ ରହିଛି ହୋଲିର ଶୁଭ ଯୋଗ, ଜାଣନ୍ତୁ କେଉଁ କେଉଁ ରାଶି

ହୋଲି ପର୍ବକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଥାଏ। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ବିଶେଷତା ଆଣିଦେଇଥାଏ। କିନ୍ତୁ ହୋଲିରେ କିଛି ରାଶି ଉପରେ ବିଶେଷ ଶୁଭ ଯୋଗ ରହିଛି , ଅର୍ଥାତ ମାତା ଲକ୍ଷ୍ମୀଙ୍କର କୃପା ଏହି ରାଶି ଗୁଡିକର ଲୋକେ ପାଇପାରିବେ I - ଜ୍ୟୋତିଷ ଗଣନା ଅନୁସାରେ…