Below header
Browsing Tag

eid gift

ସଲମାନଙ୍କ ଇଦ୍‌ ଭେଟି, କହିଲେ, ‘ଆଗାମୀ ଇଦ୍‌ ସିକନ୍ଦରଙ୍କୁ ଆସି ଭେଟ’; ରିଲିଜ୍‌ କଲେ ମୁଭି ଟାଇଟଲ

୨୦୨୪ ଇଦ୍‌ ପାଇଁ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କର କୌଣସି ରିଲିଜ୍‌ ନାହିଁ, ଯାହାକୁ ନେଇ ଫ୍ୟାନ୍‌ମାନେ ବହୁତ ନିରାଶ ହୋଇଛନ୍ତି । କିନ୍ତୁ ସଲମାନ ଫ୍ୟାନ୍‌ମାନଙ୍କୁ ଇଦ୍‌ ଉପହାର ଦେଇଛନ୍ତି । ଯଦିଓ ସେ ଚଳିତ ବର୍ଷ ସିନେମାଘରେ ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିପାରି ନାହାନ୍ତି । ହେଲେ…

ଭାଇଚାରାର ସହରରେ ଗରିବ ମୁସଲମାନ୍ ପରିବାରରେ ଖୁସି ବାଣ୍ଟିଲେ ହିନ୍ଦୁ ଭାଇ ଭଉଣୀ

କଟକ (କେ ନ୍ୟୁଜ୍‌) : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ଇଦ୍‌। ଏଥିପାଇଁ ସବୁଆଡେ ଚାଲିଛି ପ୍ରସ୍ତୁତି। ମୁସଲମାନ୍‌ଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ପର୍ବ। ତେବେ ଗରିବ ମୁସଲିମ ପରିବାରରେ ଏଇ ଲକ୍ ଡାଉନ ଇଦ୍ ଖୁସିକୁ ଫିକା କରି ଦେଇଛି। ଦୁଇ ବେଳା ଖାଇବା ଯୋଗାଡ ଚିନ୍ତାରେ ଥିବା ଏଭଳି ଏକ…