Below header
Browsing Tag

elderly couple

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ଦାରିଙ୍ଗବାଡ଼ି (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଞ୍ଚାୟତ ଏମୋପକ୍ଷୀ ବ୍ରିଜ ଠାରେ ପର୍ଯ୍ୟଟକଙ୍କ କାର ସହିତ ଲୁନା ବାଇକି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମୃତକ ହେଲେ…

ପ୍ରେମ ହେବ ତ ଏପରି, ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି କଲେ ବିବାହ-ଫଟୋସୁଟ୍‌

କେରଳ : ପ୍ରେମରେ ନଥାଏ ବିୟୋଗ, ପ୍ରେମ ହେଉଛି ଅନ୍ତିମ ଯୋଗ ଓ ଅନ୍ତିମ ମିଳନ । ଭଗବାନ ଶ୍ରୀକୃଷ୍ଣର ଏହି ପ୍ରେମ ବାଣୀକୁ ସାର୍ଥକ କରିଛନ୍ତି କେରଳର ଏହି ବୃଦ୍ଧ ଦମ୍ପତି । ବିବାହର ୫୮ ବର୍ଷ ପରେ ବର କନ୍ୟା ବେଶରେ ସଜ୍ଜିତ ହୋଇ ଫଟୋସୁଟ୍‌ କରିବା ଏବେ ସୋସିଆଲ୍‌ ମିଡିଆରେ ଜୋର୍‌ ଚର୍ଚ୍ଚା…

ଭାଇରାଲ ହେଉଛି ଏହି ବୃଦ୍ଧ ଦମ୍ପତିଙ୍କ ସେଲ୍ଫି ଫଟୋ, ଭିଡ଼ ଭିତରେ ଦୁହିଁଙ୍କ ପ୍ରେମ ଦେଖି ଭାବୁକ ହୋଇଯାଉଛନ୍ତି ଲୋକେ

ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛି ଏକ ବୃଦ୍ଧ ଦମ୍ପତିଙ୍କ ସେଲ୍ଫି ଫଟୋ। ଦୁହିଁଙ୍କ ଭିତରେ ଅନାବିଳ ପ୍ରେମ ଦେଖି ଭାବୁକ ହୋଇଯାଉଛନ୍ତି ଲୋକେ। ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଚାଲୁଥିବା ବେଳେ ଭିଡ଼ ଭିତରେ ନିଜର ସେଲ୍ଫି ନେଇଛନ୍ତି ଏହି ବୃଦ୍ଧ ଦମ୍ପତି। ଦୁହେଁ ସେଲ୍ଫି ନେଉଥିବା ବେଳେ ଜଣେ…