Browsing Tag

election campaigning

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଲା ଆଉ କିଛି ଘଣ୍ଟା, କମ୍ପୁଛି ଉପକୂଳ ଓ…

କେନ୍ୟୁଜ୍ : ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନିଂ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଛି ଆଉ କିଛି ଘଣ୍ଟା । କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଏବେ ସବୁ ବଳ ଖଟାଇ ଦେଇଛନ୍ତି । ଦିନ ରାତି ଚଳାଇଛନ୍ତି ପ୍ରଚାର ।…

କ୍ୟାମ୍ପେନର ଶେଷ ଦୁଇ ଦିନ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରୁଛି ବିଜେଡି, ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ…

କେନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ । ପ୍ରଥମ ଏରସମାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ ନବୀନ । ଦଳୀୟ ସଭାରେ କେନ୍ଦ୍ର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ…

ଭଣଜା ପାଇଁ ମାମୁଁଙ୍କ ଜୋରଦାର ପ୍ରଚାର: ଚାନ୍ଦବାଲି ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ…

କେନ୍ୟୁଜ୍: ଭଣଜା ପାଇଁ ମାମୁଁଙ୍କ ଜୋରଦାର ପ୍ରଚାର। ଚାନ୍ଦବାଲି ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଇଁ ପ୍ରଚାର ଚଳାଇଛନ୍ତି ଚାନ୍ଦବାଲିର ପୂର୍ବତନ ବିଧାୟକ ତଥା ବିଜେଡିର ହେଭିୱେଟ ନେତା ବିଜୟ ନାୟକ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତରେ ସ୍ଥାନୀୟ…

ତୃତୀୟ ପର୍ଯ୍ୟାୟ ପାଇଁ ଆଜି ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରିବେ । ପ୍ରଥମେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଖମାରରେ ପହଞ୍ଚିଛି ସେଠାରେ ଏକ ସାଧାରଣ ସଭା କରିଛନ୍ତି । ଏହା ପରେ…

ବିଜେଡିି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା , ଆଜି ବିଜେପୁର ଓ ଗାଇସିଲଟରେ ମାରାଥନ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ବିଜେଡି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା। ଆଜି ବିଜେପୁର, ଗାଇସିଲଟରେ ନିର୍ବାଚନ ସଭାରେ ଉଦବୋଧନ ଦେଇ ଭୋଟ ମାଗିବେ ନବୀନ । ଏଥର ନବୀନ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଯାକ ଆସନରେ ନିର୍ବାଚନ ହେଉଥିବା ବେଳେ ଆଜି ବିଜେପୁର…