Browsing Tag

elephant died

ନନ୍ଦନକାନନରେ ପୁଣି ଆଉ ଏକ ହାତୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଉ ଏକ ହାତୀର ମୃତ୍ୟୁ । ଭୟଙ୍କର ହରପିସ୍‌ ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ମାଈ ହାତୀ କମଳାର ମୃତ୍ୟୁ ହୋଇଛି । ଏହି ସଂକ୍ରମଣରେ ପୂର୍ବରୁ ମାଈ ହାତୀ ଜୁଲି ଓ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ହୋଇଥିଲା । ଏବେ ନନ୍ଦନକାନନରେ ୫ ହାତୀ ଅଛନ୍ତି । ୨୫ ଦିନରେ…

ସଙ୍କଟରେ ଗଜରାଜ: ଟ୍ରକ ଧକ୍କାରେ ଚାଲିଗଲା ୨ ହାତୀଙ୍କ ଜୀବନ, ଗୋଟେ ଗୁରୁତର

କେନ୍ଦୁଝର (କେନ୍ୟୁଜ୍): ସଙ୍କଟରେ ଗଜରାଜ। ଟ୍ରକ ଧକ୍କାରେ ଚାଲିଗଲା ୨ ହାତୀଙ୍କ ଜୀବନ। ଆଉ ଗୋଟିଏ ହାତୀ ଗୁରୁତର ଆହତ ହୋଇଛି। କେନ୍ଦୁଝର ଘଟଗାଁ ବନାଞ୍ଚଳ ଅଧୀନସ୍ଥ ବାଲିଯୋଡି ଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ୧୦ଟି ହାତୀ ପଲ ଏନଏଚ୍-୨୦ ପାର…

ପୁଣି ବିଦ୍ୟୁତ୍‌ ତାର ନେଲା ଦନ୍ତାର ଜୀବନ, ଢେଙ୍କାନାଳ ଦୁଦୁରକୋଟ ଜଙ୍ଗଲରେ ଟଳିପଡିଲା ହାତୀ

ଢେଙ୍କାନାଳ : ଥମୁନି ଗଜରାଜଙ୍କ ସଙ୍କଟ। ଢେଙ୍କାନାଳରେ ବିଜୁଳି ନେଲା ପୁଣି ହାତୀର ଜୀବନ। ହିନ୍ଦୋଳ ରେଞ୍ଜର ଦୁଦୁରକୋଟ ଜଙ୍ଗଲରେ ଶିକାରୀ ଜନ୍ତୁ ଶିକାର ପାଇଁ ବିଜୁଳି ତାର ବିଛାଇଥିବା ବେଳେ ହାତୀ ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି। ବନ ବିଭାଗ କର୍ମଚାରୀ ବିଳମ୍ବରେ ସେଠାରେ…