ପାଣି ପିଇବାକୁ ଆସି ଖାଲରେ ପଡ଼ିଲା ଦନ୍ତା : ଜେସିବି ମେସିନ ଦ୍ୱାରା ହାତୀକୁ କରାଗଲା ଉଦ୍ଧାର
ବାଲେଶ୍ୱର (କେନ୍ୟୁଜ): ପାଣି ପିଇବାକୁ ଆସି ଖାଲରେ ପଡ଼ିଲା ଦନ୍ତା । ବାଲେଶ୍ୱର ଜିଲ୍ଲା କୁଳଢିଆ ଅଭୟାରଣ୍ୟ ଅଂଚଳର ଗଡସାହି ଗାଁରେ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଔପଦା ବ୍ଲକ୍ ପଶ୍ଚିମାଠାକୁରାଣୀ ଠାରେ ପାଣି ପିଇବାକୁ ଆସି ଖାଲରେ ପଡ଼ି ଯାଇଥିଲା ଦନ୍ତା । ଘଟଣାସ୍ଥଳରେ ବନବିଭାଗ…