Below header
Browsing Tag

elephant

ଗାଁ ନିକଟରେ ଘୂରି ବୁଲୁଛନ୍ତି ୧୮ଟିକିଆ ହାତୀପଲ, ଘଣ୍ଟ ବଜାଇ ଘଉଡାଉଛନ୍ତି ଗ୍ରାମବାସୀ

ଭଞ୍ଜନଗର(କେନ୍ୟୁଜ୍): ଗାଁ ନିକଟରେ ଘୂରି ବୁଲୁଛନ୍ତି ୧୮ଟିକିଆ ହାତୀପଲ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳ କୁଲାଡ଼-ତାରାସିଙ୍ଗି ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଘଣ୍ଟ ବଜାଇ ହାତୀପଲକୁ ଘଉଡାଇଲେ ଗ୍ରାମବାସୀ। ହାତୀପଲକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ।…

ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ସୋର(କେନ୍ୟୁଜ୍): ଯୁବକଙ୍କୁ ଦଳିଦେଲା ହାତୀ। ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ହାତୀ ଦଳି ଚକଟି ମାରି ଦେଇଥିବା ଜଣାପଡିଛି । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫…

ବାପ୍ ରେ…କି ନିଶା: ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ!

ଘଟଗାଁ(କେନ୍ୟୁଜ୍): ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସୀଲପଦା କାଜୁ ଜଙ୍ଗଲରେ। ୨୪ଟିକିଆ ହାତୀ ପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରଵ ଚଳାଇଛନ୍ତି ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ଏହି…

ଝାରସୁଗୁଡା ଭଅଁରା ଗାଁରେ ଅଘଟଣ: ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ…

ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ଗଲା ଦନ୍ତା, କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ଟ୍ରକରେ ନିଆଗଲା

ଭୁବନେଶ୍ୱର(କେନ୍ୟୁଜ୍): ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ଏହାପରେ ସ୍ଥାନାନ୍ତର କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର…

ରାଜଧାନୀରେ ଗଜରାଜ ଆତଙ୍କ! ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଲା ହାତୀ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପଶିଲା ହାତୀ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପଶିଲା ହାତୀ। ସହର ମଧ୍ୟକୁ ପଶିଅଆସିଥିବାରୁ ନାକେଦମ୍‌ ହୋଇଥିଲ ବନବିଭାଗ କର୍ମଚାରୀ। ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ଦିନରେ ପିପିଲିରେ ଆତଙ୍କ ଖେଳାଇବା ପରେ…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, ୪୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ ଆତଙ୍କିତ

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ। କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଆସିଛନ୍ତି ୨୪ ଟିକିଆ ହାତୀପଲ। ଏହି ହାତୀପଲ ଏବେ ଘୋଷଦା ଜଙ୍ଗଲରେ ରହିଛନ୍ତି। ଦିନବେଳା ହାତୀ ପଲ ଜଙ୍ଗଲରେ ରହିଥିବାବେଳେ ରାତିବେଳା ଗାଁରେ…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ ଘର ନିକଟରେ ଥିବା ବେଳେ ଗୋଟିଏ ଦନ୍ତା ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ଆକ୍ରମଣ କରିଥିଲା । ଆକ୍ରମଣରେ କାଜଲ ସିଂ ହାଁସଦା…

ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତଙ୍କ ପଛରେ ପଡ଼ିଗଲା ହାତୀ; ଗାଡ଼ି ଛାଡ଼ି ପାହାଡ଼ ଉପରକୁ ଦୌଡ଼ିଲେ…

ଏକ ହାତୀ ଯୋଗୁ ଉତ୍ତରାଖଣ୍ଡର ପୂର୍ବତନ ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ନାନା ହଟହଟା ହୋଇଛନ୍ତି। ଜଣାପଡ଼ିଛି କି, ପୂର୍ବତନ ସିଏମ୍‌ ଗାଡ଼ିରେ ଯାଉଥିବା ବେଳେ ହଠାତ୍‌ ତାଙ୍କ ଗାଡ଼ି ଆଗକୁ ଏକ ହାତୀ ଚାଲି ଆସିଥିଲା, ଯାହାଫଳରେ ସେ ଗାଡ଼ି ଛାଡ଼ି ପାଖ ପାହାଡ଼ ଉପରକୁ ଚଢ଼ି ନିଜ ଜୀବନ ରକ୍ଷା କରିଥିଲେ।…

କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢାଉଛନ୍ତି ୨୩ ଟିକିଆ ହାତୀପଲ, କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର…

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ୨୩ ଟିକିଆ ହାତୀପଲ । କେତେ ବେଳେ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୩ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡ ରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ…

ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା

ବାରିପଦା(କେନ୍ୟୁଜ୍): ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ । ତେବେ ନିଜ…

ଆର୍ମି କ୍ୟାମ୍ପ ହସପିଟାଲରେ ପଶି ଓ୍ଵାର୍ଡ ବୁଲୁଛି ହାତୀ, ଭିଡିଓ ଭାଇରଲ

ହସପିଟାଲରେ ହାତୀ । ହାତୀର ଏମିତି କ’ଣ ହେଲା ଯେ, ସେ ନିଜେ ନିଜେ ହସପିଟାଲକୁ ଚାଲିଆସିଲା। ଆପଣ ହୁଏତ ଏହାକୁ ପଢି କିଛି ବୁଝିପାରୁନଥିବେ। ଘଟଣା ହେଉଛି, ଟ୍ଵିଟରରେ ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଆପଣ ଅନେକ ଭାଇରଲ ଭିଡିଓ ନିଶ୍ଚିତ ଦେଖିଥିବେ। ସାପ, ବେଙ୍ଗ, କୁମ୍ଭୀର, ହାତୀ…