Below header
Browsing Tag

elephants in crisis

ସଂକଟରେ ଗଜରାଜ: ହାତୀ କରିଡର ନୁହେଁ ତ ମରଣ ଜନ୍ତା, ଏଠି ପ୍ରତି ପଦକ୍ଷପରେ ଝୁଲୁଛି ବିପଦପୂର୍ଣ୍ଣ ୧୧ କେଭି ବିଦ୍ୟୁତ…

କଣ୍ଟାମାଳ(କେନ୍ଯୁଜ୍):  ସଂକଟରେ ଗଜରାଜ। କେତେବେଳେ ଦାନ୍ତ ପାଇଁ ତ ଆଉ କେତେବେଳେ ବିଦ୍ୟୁତ ତାର ନେଉଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ। ପ୍ରତିବର୍ଷ ହାତୀ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହି ପରିପେକ୍ଷୀରେ ଏବେ ବୋୖଦ୍ଧ ଜିଲ୍ଲାର ବିଭିନ୍ନ ହାତୀ କରିଡର ଏରିଆ ପାଲଟିଛି ହାତୀଙ୍କ ମରଣ…