Browsing Tag

encounter in cuttack

କଟକ କନ୍ଦରପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗୋଡ଼ରେ ବାଜିଛି ଗୁଳି

କଟକ(କେନ୍ଯୁଜ୍): କଟକରେ ଏନ୍‌କାଉଣ୍ଟର। କନ୍ଦରପୁରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ରାକାକୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି…

ପୁଣି କଟକରେ ଏନକାଉଣ୍ଟର , ପୋଲିସ ଗୁଳିରେ ମୁନା ଓରଫ ମନୋଜ ସ୍ୱାଇଁ ଆହତ

କଟକ(କେନ୍ୟୁଜ୍) : କଟକରେ ପୁଣି ଏନକାଉଣ୍ଟର। ମାଲଗୋଦାମ ଅଞ୍ଚଳରେ ପୋଲିସ ଗୁଳିରେ ମୁନା ଓରଫ ମନୋଜ ସ୍ୱାଇଁ  ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ SCBରେ ଭର୍ତ୍ତି କରାଯାଇଛି। ମୁନା ନିକଟରୁ ୩ଟି ବୋମା ଭର୍ତ୍ତି ବ୍ୟାଗ ଜବତ କରାଯାଇଛି। ମନୋଜ ପ୍ରଥମେ ପୋଲିସ…

କଟକରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରିଆ ଆହତ

କଟକ(କେନ୍ୟୁଜ୍) : କଟକରେ ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଆ ଏନ୍‌କାଉଣ୍ଟରରେ ଆହତ ହୋଇଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତାନିକଟରୁ  ପିସ୍ତଲ ଓ ଗୁଳି ଜବତ ହୋଇଛି। ଗୁରିଆ…