Browsing Tag

evocation

ପୁରୀ: ଆସନ୍ତାକାଲିଠୁ ମେଘନାଦ ଚାରିପାଖରୁ ଉଚ୍ଛେଦ, ବଡ଼ଛତା ଓ ଛାଉଣୀ ମଠକୁ ବାଦ୍‌ ଦେଇ ଅନ୍ୟ ସବୁ ଭଙ୍ଗାଯିବ

ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ବେଆଇନ କୋଠା ଭଙ୍ଗାଯିବ । ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଉନ୍ମୁକ୍ତ ରଖିବା ପାଇଁ ଶହଶହ ବର୍ଷ ଧରି ଥିବା ନିର୍ମାଣ ଗୁଡ଼ିକ ହଟାଇ ଦିଆଯିବ । କେବଳ ଶ୍ରୀମନ୍ଦିର ନୀତିସହ ସଂପୃକ୍ତ ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ବଡ଼ଛତା ଓ ଛାଉଣୀ…