Below header
Browsing Tag

explosion seized

ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ବାଉଁସୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ । ଡ୍ରାଇଭର ରାଜେଶ୍ ପ୍ରଧାନ ଅଟକ । ବେଆଇନ ଭାବେ ରାମଚଣ୍ଡୀ କ୍ରସରକୁ ବିସ୍ଫୋରକ ଯାଉଥିବା ସମୟରେ ସିଆଲିମୁଣ୍ଡା ଛକରୁ ଜବତ କଲା ପୋଲିସ । କ୍ରସର ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଛି…

ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା, ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ…

କେନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା । ପାଟ୍ରୋଲିଂ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲର ଦୁଇଟି ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଏହା ଭିତରେ ଅଛି ୪ଟି ବନ୍ଧୁକ, ୨ଟି ଟିଫିନ୍‌ ବୋମା,…