Below header
Browsing Tag

extra marital affirs

ପୁଣି ପରକୀୟ ପ୍ରୀତି ନେଲା ଜୀବନ, ସ୍ୱାମୀଙ୍କ ହତ୍ୟା ମାମଲାରେ ପତ୍ନୀ ଓ ପ୍ରେମିକ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ସୁମଣ୍ଡଳରେ ହତ୍ୟା ମାମଲାରେ ପର୍ଦ୍ଦାଫାସ । ସ୍ୱାମୀଙ୍କୁ ହତ୍ୟା ମାମଲାରେ ପତ୍ନୀ ଓ ପ୍ରେମିକ ଗିରଫ । ଗରିବ ଦାଶଙ୍କୁ ପତ୍ନୀ ସୁଦେଷ୍ଣା ଓ ତାଙ୍କ ପ୍ରେମିକ ପଙ୍କଜ ଜେନା ପଥରରେ ଛେଚି ହତ୍ୟା କରିବା ପରେ କୂଅକୁ ଫୋପାଡ଼ି ଦେଇଥିଲେ ।…

ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ ପୋଲିସ

ଆଠଗଡ(କେନ୍ୟୁଜ୍): ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା…

ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ: ପରକୀୟା ପ୍ରୀତିରୁ କରାଯାଇଛି ହତ୍ୟା

କଟକ(କେନ୍ୟୁଜ୍): କଟକ ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳର ଗୋପାଳ ନାୟକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ପର୍ଦ୍ଦାଫାସ କଲା ବାରଙ୍ଗ ଥାନା ପୋଲିସ । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କଲା ପୋଲିସ। ହତ୍ୟା ଅଭିଯୋଗରେ ଗୋପାଳଙ୍କ ପତ୍ନୀ ଓ ପତ୍ନୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ…