Browsing Tag

fake currency seized

ଯାଜପୁରରୁ ୧୩ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ସହ ୩ ପ୍ରିଣ୍ଟର ମେସିନ୍‌ ଜବତ

ଯାଜପୁର ଟାଉନ(କେନ୍ୟୁଜ୍): ୧୩ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌  ଜବତ । ଯାଜପୁର ଟାଉନ ଥାନା ପୋଲିସ ସନ୍ଥ ମାଧବ ଗାଁର ଏକ ଭଡାଘରୁ ୧୩ଲକ୍ଷ ୧୭ ହଜାର ୫୦୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର…

ରେଳବାଇ କର୍ମଚାରୀଙ୍କଠାରୁ ୫୭ ହଜାର ଟଙ୍କାର ନକଲି ନୋଟ୍‌ ଠାବ

ଝାରସୁଗୁଡା(କେ.ନ୍ୟୁଜ): ବ୍ରଜରାଜନଗରଠାରେ ପୁଣି ଜାଲ୍‌ ନୋଟ କାରବାରରେ ଜଣେ ଗିରଫ। ରେଳବାଇ କର୍ମଚାରୀଙ୍କଠାରୁ ୫୭ହଜାର ନକଲି ନୋଟ୍‌ ଠାବ ହୋଇଛି। ଝାରସୁଗୁଡା ବ୍ରଜରାଜନଗର ପୋଲିସ ଏହି ନକଲି ନୋଟ୍‌ ଠାବ କରିଛି। ବ୍ରଜରାଜନଗର ରେଳ ଷ୍ଟେସନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଘରୁ ୫୭ ହଜାର…

କଟକ CDAରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ, ଜମାକାରୀ ଅଟକ

୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ । କଟକ CDAରୁ ଜବତ ହୋଇଛି ଜାଲ୍‌ ନୋଟ୍‌ । ଜାଲ୍‌ ନୋଟ୍‌ରେ ରହିଛି କେବଳ ୨ ହଜାର ଟଙ୍କିଆ । ୧୭ ତାରିଖରେ CDAର ଏକ ଡିପୋଜିଟ୍‌ ମେସିନ୍‌ରେ ଜମା କରାଯାଇଥିଲା ଏହି ଜାଲ୍‌ ନୋଟ୍‌ । ୨୦ ତାରିଖରେ ଜାଣିବାକୁ ପାଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।…