ଚାକିରି ଦେବା ନାମରେ ୧୭ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ୩ ଠକ
କେନ୍ଦୁଝର(କେନ୍ୟୁଜ୍): ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ…