ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା
ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏନଡିଏମଏ ଟିମ୍ ଆଜି ଏସଆରସି ଓ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା ପରିଚାଳନା ନେଇ ଆଲୋଚନା କରିଛନ୍ତି…