ଆଜି ୨୧ ଦଫା ଦାବିରେ ଭାରତ ବନ୍ଦ ଡାକରା, ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ
ଭୁବନେଶ୍ୱର (କେନ୍ୟୁଜ): ଆଜି ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତାଳ ଡାକରା ଦିଆଯାଇଛି । ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହ ଇଣ୍ଡିଆ…