Browsing Tag

father killed by son

ମଦ୍ୟପ ବାପାର ବୀଭତ୍ସ କାଣ୍ଡ: ପୁଅକୁ କୋଦାଳରେ ହାଣି ଥାନାରେ କଲା ଆତ୍ମସର୍ମପଣ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ। ସୂଚନା…

ପୁଅ-ବୋହୁଙ୍କ ଝଗଡା ସମାଧାନ କରିବାକୁ ଯାଇ ଜୀବନ ହାରିଲେ ବାପା

ବାଲେଶ୍ବର (କେନ୍ୟୁଜ) : ପୁଅ ବୋହୂ ଝଗଡାରେ ବଳି ପଡିଗଲେ ଶ୍ବଶୁର। ସମାଧାନ କରିବାକୁ ଯାଇ ଜୀବନ ହରାଇବାକୁ ବସିଲା ଜଣେ ବାପାକୁ। ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିକ ବାଲିଆରେ ଘଟିଛି ଏହି ଘଟଣା। ପୁଅ ଓ ବୋହୂ ମଧ୍ୟରେ ଲାଗିଥିବା ପାରିବାରିକ କଳହକୁ ସମାଧାନ କରିବାକୁ ଯାଇ ପୁଅ ମାଡ଼ରେ ବାପର…