Below header

ପୁଅ-ବୋହୁଙ୍କ ଝଗଡା ସମାଧାନ କରିବାକୁ ଯାଇ ଜୀବନ ହାରିଲେ ବାପା

ବାଲେଶ୍ବର (କେନ୍ୟୁଜ) : ପୁଅ ବୋହୂ ଝଗଡାରେ ବଳି ପଡିଗଲେ ଶ୍ବଶୁର। ସମାଧାନ କରିବାକୁ ଯାଇ ଜୀବନ ହରାଇବାକୁ ବସିଲା ଜଣେ ବାପାକୁ। ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିକ ବାଲିଆରେ ଘଟିଛି ଏହି ଘଟଣା। ପୁଅ ଓ ବୋହୂ ମଧ୍ୟରେ ଲାଗିଥିବା ପାରିବାରିକ କଳହକୁ ସମାଧାନ କରିବାକୁ ଯାଇ ପୁଅ ମାଡ଼ରେ ବାପର ମୃତ। ପୁଅ ଦେବ ଜ୍ୟୋତି ଦାସ୍ ମାଡ଼ ରେ ବାପା ଭରତ ଦାସ୍ ମୃତ। ପୁଅର ମାଡ଼ରେ ମା ଅନିତା ଦାସ ମଧ୍ୟ ଗୁରୁତର ହୋଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.