ଅକ୍ଷୟ କୁମାର ସେୟାର କଲେ FAU-G ର ଭିଡିଓ, ଜଲଦି ଦେଖିନିଅନ୍ତୁ ଡାଉନଲୋଡ୍ ଲିଙ୍କ
ଲଞ୍ଚ ହେଲା ସ୍ବଦେଶୀ ଆପ୍ FAU-G। ପବଜୀକୁ ମାତ ଦେବା ପାଇଁ ଏହି ଆପ୍ ଲଞ୍ଚ ହୋଇଛି। ଯାହାକୁ ଖିଲାଡି କୁମାର ଅକ୍ଷୟ କୁମାର ଟ୍ବିଟରରେ ସେୟାର କରିଛନ୍ତି। ସେ ଏହି ଭିଡିଓ କ୍ଯାପସନରେ ଲେଖିଛନ୍ତି, ‘ ଶତ୍ରୁକୁ ସାମ୍ନା କର, ନିଜ ଦେଶ ପାଇଁ ଲଢ। ଆମ ଧ୍ବଜର ରକ୍ଷା କର। ଭାରତର ସବୁଠାରୁ…