ଏମିତି ବି ଆସେ ମୃତ୍ୟୁ: ଏକ ବିବାହ ଉତ୍ସବରେ ସ୍ଲାବ ଉପରେ ବସିଥିବାବେଳେ କୂଅରେ ପଡିଗଲେ ଲୋକେ, ୧୩ ମୃତ
ଉତ୍ତରପ୍ରଦେଶ: ଏମିତି ବି ଆସେ ମୃତ୍ୟୁ । ଖୁସିର ମାହେଲ ଭିତରେ ମାଡି ଆସିଲା ଦୁଃଖର କଳା ବାଦଲା। କୂଅରେ ଖସି ୧୩ ମୃତ। ଉତ୍ତରପ୍ରଦେଶ କୁସିନଗରରେ ଦୁର୍ଘଟଣା। ଏକ ବିବାହ ଉତ୍ସବରେ ସ୍ଲାବ ଉପରେ ବସିଥିବାବେଳେ କୂଅରେ ପଡିଗଲେ ଲୋକ।
ଅଧିକ ଓଜନ କାରଣରୁ ସ୍ଲାବଟି ଭାଙ୍ଗିଯାଇଥିଲା ଓ ଲୋକମାନେ…