Browsing Tag

ferry boat service

ମହାକାଳପଡ଼ା ଫେରି ଘାଟରେ ଲୋକଙ୍କଠାରୁ ଚାଲିଛି ମନ ଇଛା ଅର୍ଥ ଆଦାୟ, ଚିନ୍ତାରେ ସ୍ଥାନୀୟ ଲୋକେ

ପ୍ରତିଦିନ ଫେରି ଘାଟରୁ ଆବଶ୍ୟକ ଠାରୁ ଅଧିକ ମହାସୁଲ ଆଦାୟ ନାମରେ ଚଳୁ ହେଉଛି ଲକ୍ଷାଧିକ ଟଙ୍କା । ମହାସୁଲ ବଦଳରେ ଯଦି ପୋଲ ନିର୍ମାଣ ହୁଅନ୍ତା ତେବେ ଜନ ସାଧାରଣ ଏହି ଶୋଷଣରୁ ମୁକ୍ତ ହୁଅନ୍ତେ । ଯେଉଁଥିପାଇଁ ମହାସୁଲ ଆଦାୟ ନେଇ ବର୍ତ୍ତମାନ ଆନ୍ଦୋଳନ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା…

ବୁଧବାରଠାରୁ ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା, ସରିଲା ଟ୍ରାଏଲ ରନ୍‌

ଚିଲିକା: ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା। ବୁଧବାରଠାରୁ ଜହ୍ନିକୁଦରୁ ସାତପଡ଼ା ଯାଏ ଚାଲିବ ଫେରି। ଗତକାଲି ଏହାର ଟ୍ରାଏଲ ରନ୍‌ ସରିଛି। କୃଷ୍ଣପ୍ରସାଦ ବ୍ଲକରୁ ପୁରୀକୁ ଯାଉଥିବା ଲୋକଙ୍କୁ ଏହା ସହାୟକ ହେବ। ଏହି ଫେରିରେ ଏକାଥରେ ୧୫୦ ଜଣ ଯାଇ ପାରିବେ। ମୋଟରସାଇକଲ ମଧ୍ୟ ଫେରିରେ…