Below header
Browsing Tag

Fighting

ମେଳାକୁ ଆସିଥିବା ଦୁଇଟି ହାତୀ ମଧ୍ୟରେ ସଂଘର୍ଷ, ଭାଇରାଲ ହେଉଛି ଭିଡିଓ

ହାତୀ ଜଙ୍ଗଲର ସବୁଠାରୁ ବଡ ପଶୁ ବୋଲି କୁହାଯାଏ । ତେବେ ହାତୀର ଆକାର ଏପରି ଯେ ଏହାର ସାମ୍ନାରେ ଜଣେ ମଣିଷ ପିମ୍ପୁଡ଼ି ସହିତ ସମାନ ଦେଖାଯାଏ । କେବେ ଚିନ୍ତା କରିଛନ୍ତି ଯେ ହାତୀ ମଣିଷ ମଧ୍ୟରେ ଥିବା ସମୟରେ ଯଦି ପାଗଳ ହୋଇଯାଉଛି, ତେବେ ସେହି ପରିସ୍ଥିତିରେ କ’ଣ ହେବ ? ଆପଣମାନେ ତ ଜାଣିଥିବେ…

ମ୍ୟାଚକୁ ନେଇ ବିବାଦ, ଯୁବକଙ୍କୁ ବାଡ଼େଇବା ସହ ମୁହଁରେ କଲେ ପରିସ୍ରା

କ୍ରିକେଟ୍‌ ଖେଳକୁ ନେଇ ଅନେକ ସମୟରେ ବିବାଦ ଘଟଣା ତ ଆପଣମାନେ ଶୁଣିଥିବେ । ଖେଳକୁ ନେଇ ଝଗଡ଼ା ବଡ଼ କଥା ନୁହେଁ । କିନ୍ତୁ ବେଳେବେଳେ ଏହି ଝଗଡ଼ା ଏତେ ବଢ଼ିଯାଏ ଯେ ମାମଲା ଥାନାରେ ପହଞ୍ଚେ । ତେବେ ନିକଟରେ ହିଁ ଏଭଳି କିଛି ମାମଲା ସାମ୍ନାକୁ ଆସିଛି । କ୍ରିକେଟ ଖେଳ ସମୟରେ ଜଣେ ଯୁବକଙ୍କ ଅନ୍ୟ…

ସିଟ୍‌ ପାଇଁ ଭୟଙ୍କର ଭାବେ ଲଢ଼ିଲେ ଦୁଇ ଯାତ୍ରୀ, ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀ ମେଟ୍ରୋ ସବୁବେଳେ ଚର୍ଚ୍ଚାରେ ରୁହେ । କାରଣ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ଏପରି କିଛି କାଣ୍ଡ କରନ୍ତି, ଯାହା ପରେ ସେମାନେ ଚର୍ଚ୍ଚାକୁ ଆସନ୍ତି । ସମାନ ଭାବେ ପୁଣି ଥରେ ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ସାମ୍ନାକୁ ଆସିଛି । ମେଟ୍ରୋ ଟ୍ରେନକୁ ବକ୍ସିଂ ରିଙ୍ଗ୍‌ କଲେ ଦୁଇ…

ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ

କାବୁଲ :ପଞ୍ଜଶିରରେ ଘମାଘୋଟ ଲଢେଇ। ପଞ୍ଜଶିର ସେନା ଓ ତାଲିବାନ ମଧ୍ୟରେ ଚାଲିଛି ଲଢ଼େଇ । ତାଲିବାନ ଉପରେ ଆକ୍ରମଣ କରୁଛନ୍ତି ମୁଜାହିଦ୍ଦିନ ଯୋଦ୍ଧା । ପ୍ରତ୍ୟେକ ଜିଲ୍ଲାରେ ଚାଲିଛି ଯୁଦ୍ଧ। ତାଲିବାନକୁ ଚାରିପଟୁ ଆକ୍ରମଣ କରୁଛନ୍ତି ପଞ୍ଜଶିର ଯୋଦ୍ଧା। ଯୁଦ୍ଧ ଆରମ୍ଭ ହୋଇଥିବା ନେଇ ଟ୍ଵିଟ କରି…