Below header
Browsing Tag

finance ministry

ଚେକ ବାଉନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ, ବଦଳିବ ଏହିସବୁ ନିୟମ

ଚେକ୍‌ ବାଉନ୍ସ ଭଳି ସମସ୍ୟାର ୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଏଥିପାଇଁ ସରକାର ଲାଗୁ କରିବେ ନୂଆ ନିଷ୍ପତ୍ତି। ଉଦ୍ୟୋଗ ସଂଗଠନ ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ନିକଟରେ ବିତ୍ତ ମନ୍ତ୍ରାଳୟ କୁ ଅନୁରୋଧ କରିଛି ଯେ ଚେକ ବାଉନ୍ସ ମାମଲାରେ ବ୍ୟାଙ୍କ ରୁ…

UPI ଜରିଆରେ ପେମେଣ୍ଟ କଲେ ଚାର୍ଜ ଲାଗିବ କି ନାହିଁ ? ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ ସରକାର

UPI ଜରିଆରେ ପେମେଣ୍ଟ କରୁଥିଲେ ଚାର୍ଜ ଦେବାକୁ ହେବ ବୋଲି ଖବର ଆସିଥିଲା। ଯାହାକୁ ନେଇ ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କୁ ଝଟକା ଲାଗିଥିଲା। ଏଥିରେ କୁହାଯାଇଥିଲା ଯେ ଆରବିଆଇ ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଚାର୍ଜ ଅର୍ଥାତ ମର୍ଚଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ଉପରେ ବିଚାର କରାଯାଉଛି…

କରୋନା ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ର ଦେଲା ଅନୁଦାନ, ଓଡିଶା ଭାଗରେ ୩୩୩ କୋଟି ୮ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମହାମାରୀ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ୨୫ ରାଜ୍ୟକୁ ୮ହଜାର ୯ଶହ ୨୩ କୋଟି ୮ ଲକ୍ଷ ଟଙ୍କା ସହାୟତା ଦେଲା କେନ୍ଦ୍ର । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଓଡ଼ିଶା ପାଇଁ ୩୩୩ କୋଟି ୮ ଲକ୍ଷ…

ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ବସ୍ତୁରୁ କମିଲା ଜିଏସଟି, ଜାଣନ୍ତୁ ଆଉ କେଉଁଥିରୁ ହେଲା କମ୍‌

କେନ୍ଦ୍ର ସରକାର ସାଧାରଣ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସରକାର ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଜିନିଷରୁ ଜିଏସଟି କମାଇଛନ୍ତି। ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ଜିନିଷରୁ ୨୯.୩ ପ୍ରତିଶତ ଜିଏସଟିରୁ କମ୍‌ ହୋଇ ୧୮ ପ୍ରତିଶତ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ୨୩୦…

କଟିବନି କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା : ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ୍‌କୁ ନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା କୌଣସି କର୍ମଚାରୀଙ୍କ ଦରମା କଟିବନି ବୋଲି ସୂଚନା ଦିଆଯାଇଛି। ଲମ୍ବା ଲକ୍ଡାଉନ୍ ଯୋଗୁଁ ଦେଶର…

୨୦ଜୁନରେ ବସିବାକୁ ଯାଉଛି ଅର୍ଥ ବିଭାଗର ଗୁରୁତ୍ବପୁର୍ଣ୍ଣ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ…

ନୂଆଦିଲ୍ଲୀ : ପ୍ରଧାନ ମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଅର୍ଥ ବିଭାଗର ଅନେକ ପଦାଧିକାରୀ ଅଫିସରଙ୍କ ସହ ବୈଠକ କରିବାକୁ ଯାଉଛିନ୍ତି। ବୈଠକରେ ଦେଶର ବିକାଶ ଓ ରୋଜଗାର ପନ୍ଥା ବଢାଇବାପାଇଁ ଆଲୋଚନା ହୋଇପାରେ। ବିଭିନ୍ନ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ମୋଦିଙ୍କ ବୈଠକକୁ ନଜରେ ରଖି ୨୦ଜୁନରେ…