Below header
Browsing Tag

FIR AGAINST SARAPANCH

ଲାଞ୍ଚୁଆ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା

ମୋହନା (କେ ନ୍ୟୁଜ୍‌) : ତିତଲି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ି ଥିବା ସରପଞ୍ଚଙ୍କ ନାଁରେ ଥାନାରେ ଏତଲା । ଗତକାଲି ଏକ ଅଭିଯୋଗ ପାଇବା ପରେ ସରପଞ୍ଚଙ୍କୁ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଧରିଥିଲେ । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା…