Browsing Tag

fire brakes out

୫ ବର୍ଷ ପରେ ଖୋଲିଲା ପ୍ୟାରିସର ୯୦୦ ବର୍ଷ ପୁରୁଣା ଐତିହାସିକ ଚର୍ଚ୍ଚ, ୨୦୧୯ ଅଗ୍ନିକାଣ୍ଡରେ ହୋଇଯାଇଥିଲା ଛାରଖାର୍

ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ୯୦୦ ବର୍ଷ ପୁରୁଣା ନାଟ୍ରେ ଡେମ୍ କ୍ୟାଥୋଲିକ୍ ଚର୍ଚ୍ଚ । ଫ୍ରାନ୍ସର ପ୍ୟାରିସରେ ଥିବା ଏହି ଐତିହାସିକ କ୍ୟାଥୋଲିକ୍ ଚର୍ଚ୍ଚ ‘ନାଟ୍ରେ ଡେମ୍ କ୍ୟାଥେଡ୍ରଲ୍’ ନାମରେ ଜଣାଶୁଣା । ୫ ବର୍ଷ ତଳେ ଏହି ଚର୍ଚ୍ଚରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା…

ପୁଣେ ମେଟ୍ରୋ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୱେଲ୍ଡିଂ କାମ ବେଳେ ଲାଗିଲା ନିଆଁ

ପୁଣେର ମଣ୍ଡଇ ମେଟ୍ରୋ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ରବିବାର ରାତି ପ୍ରାୟ ୧୨ଟାରେ ଏଠାରେ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ଦମକଳ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରି ନେଇଛନ୍ତି । ସୌଭାଗବଶତଃ, ଷ୍ଟେସନରେ ନିଆଁ ଲାଗିବା ସମୟରେ ମେଟ୍ରୋ ସେବା ବନ୍ଦ ଥିଲା । ତେଣୁ ଘଟଣାରେ କାହାର…

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର ପାର୍ଶ୍ଵରେ ଥିବା ଫାଇବର ବ୍ୟାରିକେଡରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୋର…

ରାୟଗଡ଼ା: ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ସହରର କପିଳାସ ରୋଡ୍‌ରେ ଥିବା ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ। ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କପିଳାସ ରୋଡ୍‌ରେ ଥିବା…

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ । ବହୁ ଔଷଧ ଜଳିଯାଇଥିବା ସୂଚନା ମିଳିଛି। ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରର ଗୋଦାମ ଘରୁ ହଠାତ୍‌ ଧୂଆଁ ବାହାରିଥିଲା । ପରେ ହୁତୁହୁତୁ ହୋଇ ନିଆଁ ଜଳିଯାଇଥିଲା ।…

ବାରିପଦା ଷ୍ଟେସନ ରୋଡ଼ରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା(କେନ୍ୟୁଜ୍): ବାରିପଦା ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଭୟାବହ ଅଗ୍ନିକାଣ୍ଡ। ଷ୍ଟେସନ ରୋଡ଼ରେ ଥିବା ବ୍ୟାଙ୍କ ଶାଖାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ…

ଆନନ୍ଦପୁର କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଦୁଇଟି ପରିବାରର ୨ ବଖରା ଘର ପୋଡି ନଷ୍ଟ

ଆନନ୍ଦପୁର(କେନ୍ୟୁଜ୍‌) : ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ନିଆଁ ଲାଗି ଦୁଇ ପରିବାରର ୨ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଏଥି ସହିତ ଅନେକ ଆସବାବପତ୍ର ମଧ୍ୟ ପୋଡିଜଳି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଗାଁର ହାବୁଲୁ…

ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଅଗ୍ନିକାଣ୍ଡ, ଜଳିଗଲା ଗଦା ଗଦା ପାଇପ୍

ରାଉରକେଲା: ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ସ୍ବେରେଜ ପାଇପ ଲାଇନ କାମ ଲାଗି ଜମା କରି ରଖାଯାଇଥିବା ପାଇପରେ ଭୟାବହ ଅଗ୍ନିକାଣ୍ଡ। ଭୀଷଣ ଅଗ୍ନିକାଣ୍ଡ ଦ୍ୱାରା ହଜାର ହଜାର ପାଇପ ଜଳି ପୋଡି ପାଉଁଶ । ଘଟଣାସ୍ଥଳରେ ୪ ଟି ଫାୟାର ବ୍ରିଗେଡ ନିଆଁ ଲିଭାଇବାରେ ଲାଗିଛନ୍ତି। ତଥାପି ଏଯାଏ…