ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଅଗ୍ନିକାଣ୍ଡ, ଜଳିଗଲା ଗଦା ଗଦା ପାଇପ୍

ରାଉରକେଲା: ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ସ୍ବେରେଜ ପାଇପ ଲାଇନ କାମ ଲାଗି ଜମା କରି ରଖାଯାଇଥିବା ପାଇପରେ ଭୟାବହ ଅଗ୍ନିକାଣ୍ଡ।

ଭୀଷଣ ଅଗ୍ନିକାଣ୍ଡ ଦ୍ୱାରା ହଜାର ହଜାର ପାଇପ ଜଳି ପୋଡି ପାଉଁଶ । ଘଟଣାସ୍ଥଳରେ ୪ ଟି ଫାୟାର ବ୍ରିଗେଡ ନିଆଁ ଲିଭାଇବାରେ ଲାଗିଛନ୍ତି। ତଥାପି ଏଯାଏ ନିଆଁକୁ ଆୟତ୍ତକରାଯାଇ ପାରିନାହିଁ । ଘଟଣାସ୍ଥଳରେ SP ଏବଂ ADM ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.