Browsing Tag

fire service

ଖଟରୁ ଖସିପଡିଲେ ମହିଳା, ଉଠାଇବା ପାଇଁ ଆସିଲା ଦମକଳ ବାହିନୀ

ଶୋଇବା ପରେ ଖଟରୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସିପଡିଲେ ମହିଳା । ଆଉ ମହିଳାଙ୍କୁ ଉଠାଇବା ପାଇଁ ପରିବାର ଲୋକେ ଦମକଳ ବାହିନୀକୁ ଫୋନ କଲେ । ଘଟଣାଟି ମହାରାଷ୍ଟ୍ରର ଥାନେରେ ଘଟିଛି । ଖବର ମୁତାବକ, ମହାରାଷ୍ଟ୍ର ଥାନେରେ ଜଣେ ମହିଳା ଘରେ ଖଟରେ ଶୋଇ ଉଠିବା ପରେ ତଳକୁ ଖସିପଡିଥିଲେ…

ଓଡ଼ିଶା ଅଗ୍ନିଶମ ବାହିନୀର ଷ୍ଟ୍ରାଇକିଂ ଫୋର୍ସ ଅଫିସ ଉଦଘାଟନ କଲେ ଅଗ୍ନିଶମ ଡିଜି: ୩ଟି ଜୋନରେ ରହିବ ହେଡ୍‌କ୍ୱାର୍ଟର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଅଗ୍ନିଶମ ବାହିନୀରେ ପ୍ରଥମ ଥର ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଷ୍ଟ୍ରାଇକିଂ ଫୋର୍ସ ଅଫିସର ଉଦଘାଟନ କରିଥିବା ବେଳେ ଅତ୍ୟାଧୁନିକ ମେସିନ ଗୁଡିକ ବୁଲି ଦେଖିଥିଲେ । କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନରେ…

କଟକ ଏସସିବିରେ ପ୍ଲାଜମା ଦାନ କଲେ ଦୁଇ ଜଣ ଅଗ୍ନିଶମ ଯବାନ

 କଟକ: କରୋନା ଯୋଦ୍ଧା ପୁଣି ହେଲେ ଯୋଦ୍ଧା । ଏନଡିଆରଏଫ ଦଳ ପରେ ନିଜ ପ୍ଲାଜମା ଦାନ କଲେ ଓଡିଶା ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ । ଅମ୍ଫନ ବାତ୍ୟା ଦାୟିତ୍ୱ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା କର୍ମଚାରୀଙ୍କ ମଧ୍ୟରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସୁସ୍ଥ…

ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ହେଲା ପୁରୀ ସ୍ୱର୍ଗଦ୍ୱାର ସମେତ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ସବୁ ରାସ୍ତା

ପୁରୀ: ବିଶୋଧନ ହେଲା ପୁରୀ ସ୍ୱର୍ଗଦ୍ୱାର। ଅଗ୍ନିଶମ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ସ୍ୱର୍ଗଦ୍ୱାରର ଅଞ୍ଚଳକୁ ଆଜି ସକାଳେ ବିଶୋଧନୀକରଣ କରାଯାଇଛି। ଶ୍ରୀମନ୍ଦିର, ବଡଦାଣ୍ଡ ପରେ ସ୍ୱର୍ଗଦ୍ୱାରରେ ବିଶୋଧନୀକରଣ ପ୍ରକ୍ରିୟା ସଂପନ୍ନ ହୋଇଛି। ପୁରୀ ତଥା ରାଜ୍ୟର ଅନ୍ୟ ଅଞ୍ଚଳରୁ ସ୍ୱର୍ଗଦ୍ୱାରରେ ଶବଦାହ…

ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ : କେରଳରେ ଉଦ୍ଧାର କାର୍ଯ୍ୟରେ ଥିଲେ ନିୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ । ଗତ ୧୯ ତାରିଖଠାରୁ କେରଳ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଅଗ୍ନିଶମ ବିଭାଗର ୨୪୦ ଜଣ କର୍ମଚାରୀ । ଯେଉଁଥିରେ ଥିଲେ ୨୨୫ ଜଣ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । କେରଳର ଦୁଇଟି ଜିଲ୍ଲାରେ ପ୍ରାୟ…