କଟକ:ବଡମ୍ବା ବ୍ଲକ ବାରିମୂଲ ସାହିରେ ଅଗ୍ନିକାଣ୍ଡ,ଗୋଟିଏ ପରିବାରର ଦୁଇଟି ବଖରା ପୋଡ଼ି ପାଉଁଶ
ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ବଡମ୍ବା ବ୍ଲକ ବାରିମୂଲ ସାହିରେ ଅଗ୍ନିକାଣ୍ଡ । ଗୋଟିଏ ପରିବାରର ଦୁଇଟି ବଖରା ଘର ଭିତରେ ଥିବା ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଛି।
ସୂଚନା ମୁତାବକ କୌଳାଶ ମଲ୍ଲିକଙ୍କ ଘରେ ଲାଗିଥିବା ଇଲେକ୍ଟ୍ରୀ ମିଟରଟି ହଟାତ ଫୁଟି ଘର ସାର ନିଆଁ ବିଛାଡି ହୋଇ…