Browsing Tag

firozabad

ଫିରୋଜାବାଦର କାଠ ବଜାରରେ ଭୀଷଣ ନିଆଁ, ୨୪ ଦୋକାନ ଜଳି ପାଉଁଶ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଥିବା କାଠ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ନିଆଁ ଅନେକ କିଲୋମିଟର ଦୂରରୁ ଦେଖାଯାଉଛି। ଘଟଣା ପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ସିଟି ଏପ୍‌ପି ସର୍ଭେଶ ମିଶ୍ର କହିଛନ୍ତି ଯେ…

ଫିରୋଜାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ, ୬ ମୃତ ଏବଂ ୨୧ ଗୁରୁତର

ଉତ୍ତର ପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୋଇ ବସ୍‌ ସହିତ ଟ୍ରକ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ୨୧ରୁ ଅଧିକ ଆହତ ହୋଇଛନ୍ତି । ବସ୍‌ରେ ୬୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସୈଫାଇସ୍ଥିତ ମେଡିକାଲ୍ କଲେଜରେ ଭର୍ତ୍ତି…

ଫିରୋଜାବାଦ ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ପାଢମର ମୁଖ୍ୟ ବଜାରରେ ଅବସ୍ଥିତ ଏକ ଦୋକାନ ଏବଂ ଏହା ଉପରେ ନିର୍ମିତ ଏକ ଘରରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ​ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଆଶିଷ ତିୱାରୀ କହିଛନ୍ତି, ଦୋକାନ ଉପରେ…

ବର ଆସିବା ପୂର୍ବରୁ କନ୍ୟା ମାରିଲା ଚମ୍ପଟ! ଘର ଲୋକଙ୍କ ଚା’ରେ ମିଶାଇ ଦେଲା ନିଶା, ଶେଷରେ ହତାଶ ବର କଲା ଏମିତି କାମ

ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କନ୍ୟା ବରଯାତ୍ରୀ ଶୋଭାଯାତ୍ରାର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପରିବାର ସଦସ୍ୟଙ୍କୁ ଚକ୍‌ମା ଦେଇ ଫେରାର ହୋଇ ଯାଇଛି। ପ୍ରଥମେ ସେ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଆଇ ବେହୋସ୍‌ କରି ଦେଇଥିଲା।…