Browsing Tag

first phase election

ନିର୍ବାଚନ କାର୍ଯ୍ୟରେ ଅବହେଳା, ୨ ପୋଲିଂ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ ।  ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ  ।  ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ତେବେ ନିର୍ବାଚନ…

ଦିନ ୧୧ ଟା ସୁଦ୍ଧା ୨୩.୨୮% ଭୋଟିଂ, ଜୟପୁରରେ ସର୍ବାଧିକ ମତଦାନ

ଭୁବନେଶ୍ୱର (କେନ୍ୟୁଜ): ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ୨୩.୨୮% ଭୋଟିଂ ହୋଇଛି ।  ଜୟପୁରରେ ସର୍ବାଧିକ ୩୨.୨୫ % ଭୋଟିଂ ହୋଇଥିବା ବେଳେ ନୂଆପଡ଼ାରେ ୨୭. ୮୮%, ରାୟଗଡ଼ାରେ ସର୍ବନିମ୍ନ୨୧% ଭୋଟିଂ ହୋଇଛି। ମୋହନାରେ ୨୧.୪୭ % ,…

ବାଲୁକା କଳାରେ ନିର୍ବାଚନୀ ସଚେତନତା, ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ବାଲୁକା କଳାରେ ନିର୍ବାଚନୀ ସଚେତନତା ।  ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାରେ ଲୋକଙ୍କୁ ସଚେତନତା ଓ ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଠାରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି…

ସୁରୁଖୁରୁରେ ଚାଲିଛି ମତଦାନ, EVM ଖରାପ ଥିଲେ ୩୦ ମିନିଟ୍ ଭିତରେ ଠିକ୍ କରାଯିବ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର (କେନ୍ୟୁଜ); ଭୋଟ ଦେଉଛି ଓଡ଼ିଶା । ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟୟ ଭୋଟ । ଏଥିପାଇଁ ସକାଳ ୫ ଟା ୩୦ରେ ପ୍ରଥମ ମକ୍ ପୋଲିଂ କରାଯାଇଥିଲା । ଇଭିଏମ୍ ଖରାପ ଥିବାର ଜଣାପଡିଛି । ଖରାପ ଥିବା ଇଭିଏମ୍ କୁ ବଦଲା ଯାଇଛି। ଯେଉଁଠି EVM ଖରାପ ଅଛି ସେଠି ୩୦ ମିନିଟ୍ ଭିତରେ ଠିକ୍ କରାଯିବ…

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ : ଭୋଟ ଦେବେ ୬୨ ଲକ୍ଷ ୮୭ ହଜାର ଭୋଟର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ୮ଟି ଜିଲ୍ଲାରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବୁଥ ଆଗରେ ଧାଡ଼ି ଆରମ୍ଭ ହୋଇ ଯାଇଛି । ମତଦାନ ସାବ୍ୟସ୍ତ କରିବାକୁ ଲୋକେ…

ରାତି ପାହିଲେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ, ପ୍ରଥମ ପର୍ଯ୍ୟୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନ

ରାତିପାହିଲେ ଗଣତନ୍ତ୍ରର ମହାପର୍ବ ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ମତଦାନ। ଦେଶର ୯୧ଟି ଲୋକସଭା ଆସନରେ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ହେବ ଭୋଟିଂ। ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ଗ୍ରହଣ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଦୁଇ ଦିନ , ଆସନ୍ତାକାଲି ସରୁଛି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର

କେନ୍ୟୁଜ୍ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଦୁଇ ଦିନ ବାକି । ଆସନ୍ତାକାଲି ସରୁଛି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର । କାଲି ସଂଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଚାର ହେବ । ତେଣୁ ପ୍ରାର୍ଥୀ ଓ ସମର୍ଥକଙ୍କ ହାତରେ ଆଉ ମାତ୍ର ଦୁଇ ଦିନ । ଏଥିପାଇଁ ଦିନ ରାତି ଏକ କରି ଜୋରଦାର ଚାଲିଛି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ, ଭୋଟ୍ ହାତେଇବାକୁ ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ…

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମଝିରେ ତିନି ଦିନ । ଭୋଟ୍ ହାତେଇବା ପାଇଁ ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି କଂଗ୍ରେସ ଓ ବିଜେପି ଓଡ଼ିଶା ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,…

ରାଜ୍ୟବ୍ୟାପୀ କ୍ୟାମ୍ପେନ୍‌ ଫିଭର , ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ମଝିରେ ଆଉ ପାଞ୍ଚ ଦିନ

କେନ୍ୟୁଜ୍ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ୫ ଦିନ। ଆସନ୍ତା ୧୧ ତାରିଖରେ ପଡ଼ିବ ଭୋଟ୍‌ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ନିଆଯିବ । ଏଥିପାଇଁ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଜୋରଦାର ଚାଲିଛି…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି, ୨୫ ମାର୍ଚ୍ଚରେ ନାମାନଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ୪ଟି ଲୋକସଭା ଓ ୨୮ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪ଟି ଲୋକସଭା-କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର…