Browsing Tag

flight crash

ନେପାଳ ଦୁର୍ଘଟଣାରେ ମୃତ ଭାରତୀୟଙ୍କ ସ୍ୱପ୍ନରେ ଆସିଥିଲେ ଭଗବାନ ପଶୁପତିନାଥ, ନେପାଳି ସାଙ୍ଗ କହିଲେ ସଂପୂର୍ଣ୍ଣ କାହାଣୀ

ନେପାଳ ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟ ସ୍ୱପ୍ନରେ ଭଗବାନ ପଶୁପତିନାଥଙ୍କୁ ଦେଖିଲେ । ତେଣୁ ଦର୍ଶନ କରିବା ପାଇଁ କାଠମାଣ୍ଡୁ ଯାଇଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ନେପାଳି ବନ୍ଧୁ ଏହା କହିଛନ୍ତି। ଭାରତ-ନୋପାଳ ସୀମା ସ୍ଥିତ…

ନେପାଳ ବିମାନ ଦୁର୍ଘଟଣା : ଘଟଣାସ୍ଥଳରେ କେହି ବି ଜୀବିତ ନଥିଲେ, ନେପାଳ ଆର୍ମି ଜାରି କଲା ବୟାନ

ଗତକାଲି ନେପାଳରେ ବଡ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୭୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନେପାଳ ସେନାର ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରୀ ଏହା କହିଛନ୍ତି। ସେ କହିଛନ୍ତି, ବିମାନ ଦୁର୍ଘଟଣାରେ କୌଣସି…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା: ୨ଜଣ ପାଇଲଟଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ଜଣ ପାଇଲଟଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟ ହେଉଛନ୍ତି ଦୀପକ ବସନ୍ତ ସାଠେ । ସେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ୫୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଅବସରପ୍ରାପ୍ତ…