ପାଇଲଟ ହେଲେ ଅସୁସ୍ଥ, ପ୍ୟାସେଞ୍ଜର କଲେ ସେଫ ଲ୍ୟାଣ୍ଡିଙ୍ଗ
ଆଜି କାଲି କଣ କଣ ସବୁ ଘଟିଯାଉଛି । ଏକଥା ଆମେ ଆପଣ ସମସ୍ତେ କହିଲେଣି । କାରଣ କେତେବେଳେ କଣ ଯେ ଘଟୁଛି ଆଉ ଘଟିବ ତାର ତ କଳ୍ପନା କରିହେବନି । ଏଇ ଦେଖୁ ନାହାନ୍ତି ପୁଣି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତ କରୁଛି ତା ସହ ମନକୁ ଆଶ୍ୱସ୍ତ କରୁଛି ଯେ କାହାର କୌଣସି ପ୍ରକାର କ୍ଷତି ନହେବା ।…