Browsing Tag

flood in mahanadi

ବଢୁଛି ହୀରାକୁଦ, କମୁଛି ମହାନଦୀ

କଟକ / ସମ୍ବଲପୁର (କେନ୍ୟୁଜ): କମୁଛି ମହାନଦୀର ଜଳସ୍ତର । କଟକ ମୁଣ୍ଡଳୀରେ କମୁଛି ଜଳପ୍ରବାହ। ଗତକାଲି ରାତି ୩ଟା ପରେ କମିଛି ଜଳପ୍ରବାହ। ବର୍ତ୍ତମାନ ୮ଲକ୍ଷ ୬ ହଜାର ୧୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର ୮୯. ୮୯ ଫୁଟ ଥିବାବେଳେ ବିପତ ସଙ୍କେତ ରହିଛି ୯୫.୦୫ ଫୁଟ। ଗତକାଲି…

ବଢୁଛି ମହାନଦୀ: ଆଜି ମୁଣ୍ଡୁଳୀଠାରେ ପ୍ରବାହିତ ହେବ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ(କେନ୍ଯୁଜ୍): ବଢୁଛି ମହାନଦୀ । ଆଜି ମୁଣ୍ଡୁଳୀଠାରେ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏହାର ପ୍ରଭାବରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ପ୍ରବେଶ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ମହାନଦୀର ପଛୁଆ…

ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ୩୯ଟି ବ୍ଲକ୍: ୫୫୧ଟି ଗାଁ ଲୋକେ ଜଳବନ୍ଦୀ, ୧୨ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ଯରେ ଲଗାଣ ଲଘୁଚାପ ବର୍ଷାରେ ସ୍ଥିତି ସଙ୍ଗୀନ୍। ବିଭିନ୍ନ ସ୍ଥାନରେ ଉପୁଯିଛି ବନ୍ଯା ପରିସ୍ଥିତି। ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ପାଖାପାଖି ୩୯ଟି ବ୍ଲକ୍। କଟକ, ଯାଜପୁର, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ନୂଆପଡ଼ା,ଦେବଗଡ଼ ଓ…

ମହାନଦୀରେ ଆସୁଛି ବଡ଼ ବନ୍ୟା, ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ବଢୁଛି ଆଶଙ୍କା

ସମ୍ବଲପୁର: ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ । ଡ୍ୟାମ୍‌ର ବାମରୁ ୨୨ ଓ ଡାହାଣରୁ ୧୪ଟି ଗେଟ ଖୋଲିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୪ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬.୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ…

ଲଗାଣ ବର୍ଷାରେ ଫୁଲୁଛି ମହାନଦୀ

କଟକ : ଲଗାଣ ବର୍ଷାରେ ଫୁଲୁଛି ମହାନଦୀ। କଟକ ମୁଣ୍ଡୁଳିଠାର ମହାନଦୀରେ ପ୍ରବାହିତ ହେଉଛି ୪ଲକ୍ଷ ୯୮ହଜାର ୩୪୪ କ୍ୟୁସେକ୍ ଜଳ। ସେହିପରି ନରାଜଠାରେ ୩ ଲକ୍ଷ ୨୬ ହଜାର ୬୪୪ କ୍ୟୁସେକ୍ ଜଳ ଏବେ ପ୍ରବାହିତ ହେଉଛି। ହୀରାକୁଦରୁ ବନ୍ୟା ଜଳ ଆଜି ଛଡ଼ାଯିବା ପରେ କଟକକୁ ଆସିବା ପାଇଁ ୩୬ ଘଣ୍ଟା ଲାଗିବ।…